କେସିଙ୍ଗା ଟାଉନ ବିଜେଡି ପକ୍ଷରୁ ୮୦ ତମ ସ୍ବାଧିନତା ଦିବସ ପାଳନ
କେସିଙ୍ଗା/ କେସିଙ୍ଗାସମାଚାର ୧୫/୮(ମଧୁସୂଦନଠାକୁର) କେସିଙ୍ଗା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ମହାତ୍ମାଗାନ୍ଧୀ ଛକ ଠାରେ ୮୦ ତମ ସ୍ବାଧିନତା ଦିବସ ହର୍ଷ ଉଲ୍ଲାସରେ ପାଳନ ହୋଇ ଯାଇଛି।କେସିଙ୍ଗା ବିଜେଡି ଟାଉନ ସଭାପତି ନଳୀନ ପଟ୍ଟନାୟକ ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ପତାକା ଉତ୍ତୋଳନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ନଗରପାଳ ନୃପରାଜ ଯାଦବ, ପୂର୍ବତନ ଟାଉନ ସଭାପତି ରମେଶ ଚନ୍ଦ୍ର ପଟ୍ଟନାୟକ, ଶିଲୁ ପରିଡ଼ା, ଉତ୍ତର ମହଲା,ନେହେରୁ ସୁନାନୀ, ବିଜୁ ଛାତ୍ର ଜନତା ଦଳର ଅନୁଭବ ପଟ୍ଟନାୟକ , ସ୍ଵାଧୀନ ମାଝୀ ସମସ୍ତ ବିଜେଡି ୱାର୍ଡ କାଉନସିଲ ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
What's Your Reaction?
Like
1
Dislike
0
Love
0
Funny
0
Wow
1
Sad
0
Angry
0
Comments (0)