କେସିଙ୍ଗା ପୋଷ୍ଟ ଅଫିସ ରେ ସ୍ଵାଧୀନତା ଦିବସ ପାଳନ
କେସିଙ୍ଗା/ କେସିଙ୍ଗା ସମାଚାର ୧୫/୮(ମଧୁସୂଦନ ଠାକୁର) ଆଜି ସମଗ୍ର ଦେଶ ସ୍ବାଧୀନତାର ୮୦ ତମ ବର୍ଷ ମହା ଆଡ଼ମ୍ବରରେ ସହିତ ପାଳନ କରିଥିବା ବେଳେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ପୋଷ୍ଟ ଅଫିସ ରେ ମଧ୍ୟ ୮୦ ତମ ସ୍ବାଧିନତା ଦିବସ ମହା ଆଡ଼ମ୍ବର ଓ ହର୍ଷ ଉଲ୍ଲାସରେ ପାଳନ ହୋଇ ଯାଇଛି। କେସିଙ୍ଗା ପୋଷ୍ଟ ଅଫିସ ର ପୋଷ୍ଟ ମାଷ୍ଟର ଆରତୀ ପୃଷ୍ଟି ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କ୍ଷୀରସିନ୍ଧୁ ଦୋରା ସୁନିଲ ରଣା, ଦେବଦତ୍ତ ପୁଟେଲ, ରବି ପଟ୍ଟନାୟକ, ଦେବ ନାଏକ , ସୁଶାନ୍ତ ବାଗ ଓ ଅନ୍ୟ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
What's Your Reaction?
Like
1
Dislike
0
Love
1
Funny
0
Wow
1
Sad
0
Angry
0
Comments (0)