କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ୮୦ ତମ ସ୍ବାଧିନତା ଦିବସ ପାଳନ
କେସିଙ୍ଗା/ କେସିଙ୍ଗା ସମାଚାର ୧୫/୮(ମଧୁସୂଦନ ଠାକୁର) ଦେଶ ତାହାର ୮୦ ତମ ସ୍ବାଧିନତା ଦିବସ ପାଳନ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ଥିବା ପ୍ରତିଷ୍ଠିତ ସାମ୍ବାଦିକ ମହାସଂଘ ପକ୍ଷରୁ ମଧ୍ୟ ସ୍ଥାନୀୟ ମାଁ କାଳୀ ଫୋଟୋ ଷ୍ଟୁଡିଓ ନିକଟରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହା ଆଡ଼ମ୍ବର ଓ ହର୍ଷ ଉଲ୍ଲାସରେ ୮୦ ତମ ସ୍ବାଧିନତା ଦିବସ ପାଳନ କରିଛି।ଏଥିରେ ମହାସଂଘ ର ସଭାପତି ଦୟା ସୁନାନୀ ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ମହାସଂଘ ସମ୍ପାଦକ ପ୍ରିତେସ ପଟେଲ ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲ, ସୁଶାନ୍ତ ମହାପାତ୍ର, ଯଯାତି କେଶରୀ ଦେଓ, ମହମ୍ମଦ ଅଗା ଜାନ୍, ମନୋଜ ସିଂ, ମଧୁ ସିନ୍ଦୂର, ଶିବ ପ୍ରସାଦ ସାହୁ, ସଂଗ୍ରାମ କେଶରୀ ଦେଓ, ବିବେକାନନ୍ଦ ଦାସ, କେଶବ ମେହେର, ତେଜରାଜ ସାହୁ, ମାଧବ ସାହୁ, ପ୍ରସନ୍ନ ନାଏକ, ଜନକ ପୋଢ଼, ମନୋଜ ପୋଡ଼ ଓ ମଧୁସୂଦନ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)