କଳାହାଣ୍ଡି ଜିଲ୍ଲାରେ ପହଞ୍ଚିଲା ନବରତ୍ନ ଭାରତ ୟୁରିଆ ------

Nov 06, 2026 - 21:29
0 56
କଳାହାଣ୍ଡି ଜିଲ୍ଲାରେ ପହଞ୍ଚିଲା ନବରତ୍ନ ଭାରତ ୟୁରିଆ ------
କଳାହାଣ୍ଡି ଜିଲ୍ଲାରେ ପହଞ୍ଚିଲା ନବରତ୍ନ ଭାରତ ୟୁରିଆ ------

କେସିଙ୍ଗା /କେସିଙ୍ଗାସମାଚାର, ୦୬/୧୧ (ମଧୁସୂଦନ ଠାକୁର): ପଶ୍ଚିମ ଓଡ଼ିଶାର କୃଷିପ୍ରଧାନ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ରେକ୍‌ରେ ପ୍ରଥମ ଥର ପାଇଁ ନବରତ୍ନ ଭାରତ ୟୁରିଆର ଏକ ରେକ୍ ପହଞ୍ଚିଛି। ଏହି ଅବସରରେ ପାରାଦୀପ ଫସ୍‌ଫେଟ୍‌ ଲିମିଟେଡ଼ ପକ୍ଷରୁ ରେକ୍‌କୁ ସ୍ବାଗତ କରାଯାଇ ଥିଲା। ନବରତ୍ନ ଭାରତ ୟୁରିଆର ଏହି ପ୍ରଥମ ରେକ୍ ଆଗମନ ଫଳରେ ଜିଲ୍ଲାରେ ସାର ବିତରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ସହାୟତା ମିଳିବ ବୋଲି ଆଶା ପ୍ରକାଶ ପାଇଛି। ଏହି ଅବସରରେ ପରିବହନ ଏବଂ ଠିକାସଂସ୍ଥା ମାତୃକୃପା ଏଣ୍ଟରପ୍ରାଇଜେସ୍‌ର କର୍ମକର୍ତ୍ତା ଙ୍କ ସମେତ ବିକାଶ ଅଗ୍ରୱାଲ, ସନ୍ଦୀପ ଅଗ୍ରୱାଲ, ତେଜରାଜ ମେହେର, ଧର୍ମେନ୍ଦ୍ର ପ୍ରଧାନୀ, ଜୟସିଂହ ରାଠୋର ଏବଂ ପ୍ରଦ୍ୟୁମ୍ନ ସାହୁଙ୍କ ପରି ବ୍ୟବସାୟୀମାନେ ଉପସ୍ଥିତ ଥିଲେ। କମ୍ପାନୀ ପକ୍ଷରୁ ପ୍ରମୁଖ ପ୍ରବନ୍ଧକ ବିଶ୍ୱଜିତ୍ ମହାପାତ୍ର, ଜୟ ପ୍ରକାଶ ପ୍ରଧାନ (ଡି.ବି.ଟି.ଏସ୍.) ଓ ଭାଗୀରଥି ମାଝୀ (ଜେ.କେ.ଏସ୍.) ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User