ଆନ୍ତର୍ଜାତୀୟ ଯୁବା ଦିବସ ପାଳନ
କେସିଙ୍ଗା/ କେସିଙ୍ଗା ସମାଚାର ( ମଧୁସୂଦନ ଠାକୁର) ତାଲୁକ ଆଇନ ସେବା ସମିତି କେସିଙ୍ଗା ତରଫରୁ ଆଜି ( ବୁଧବାର) ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ କେସିଙ୍ଗା ପରିସରରେ " ଆନ୍ତର୍ଜାତୀୟ ଯୁବା ଦିବସ" ପାଳନ କରାଯାଇଛି।ଏଥିରେ ଅଧ୍ୟକ୍ଷା ତଥା ବିଚାରପତି ଦୀପ୍ତା ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଜିର ଦିବସର ମହତ୍ତ୍ଵ ସମ୍ପର୍କରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବି ସୌମ୍ୟ ରଞ୍ଜନ ମିଶ୍ର, ବିଦ୍ୟାଳୟ ର କର୍ମଚାରୀ ଓ ଅଦାଲତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)