ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ଅବସରରେ ସଚେତନତା ଶିବିର
କେସିଙ୍ଗା/ କେସିଙ୍ଗା ସମାଚାର ୧୦/୧୦(ମଧୁସୂଦନ ଠାକୁର) ତାଲୁକ ଆଇନ ସେବା ସମିତି କେସିଙ୍ଗା ତରଫରୁ ଶନିବାର ଦିନ ଅଦାଲତ ପରିସରରେ "ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ" ପାଳନ ହୋଇ ଯାଇଛି ।ଅଧ୍ୟକ୍ଷା ତଥା ବିଚାରପତି ଦୀପ୍ତା ସେଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ଶିବିରରେ ବରିଷ୍ଠ ଆଇନଜୀବି ସୌମ୍ୟ ରଞ୍ଜନ ମିଶ୍ର, ପ୍ରକାଶ କୁମାର ଦାସ, ରଞ୍ଜିତ କୁମାର ଷଡଙ୍ଗୀ,ସୌର ରଶ୍ମି ନନ୍ଦ,କୃଷ୍ଣ ଚନ୍ଦ୍ର ନାଗ, ଦୀନେଶ କୁମାର ଭୋଇ,ସମ୍ମୁଖ କାର୍ଯ୍ୟାଳୟ ଆଇନ ପରାମର୍ଶ ଦାତା ରାକେଶ କୁମାର ପାତ୍ର ଙ୍କ ସମେତ ଅଦାଲତ ର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)