ଚକ୍ଷୁ ସଂକ୍ରମଣ ଓ ତାହାର ଉପଚାର ବିଷୟରେ ସଚେତନତା ଶିବିର

Aug 08, 2026 - 13:36
0 22
ଚକ୍ଷୁ ସଂକ୍ରମଣ ଓ ତାହାର ଉପଚାର ବିଷୟରେ ସଚେତନତା ଶିବିର
ଚକ୍ଷୁ ସଂକ୍ରମଣ ଓ ତାହାର ଉପଚାର ବିଷୟରେ ସଚେତନତା ଶିବିର

କେସିଙ୍ଗାସମାଚାର - ୮/୮(ମଧୁସୂଦନ ଠାକୁର) ଏସବି ଆଇ ଓ ରାମକୀ ଫାଉଣ୍ଡେସନ ପକ୍ଷରୁ ଶନିବାର ଦିନ ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ର ମାଟିଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚକ୍ଷୁ ରେ ରୋଗ ସଂକ୍ରମଣ ଓ ତାହାର ଉପଚାର ସମ୍ବନ୍ଧୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଶବର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ପ୍ରାୟ ୯୮ ଜଣ ଛାତ୍ର ଛାତ୍ରୀ ମାନକୁ ଆଖି ଚିକିତ୍ସା ଓ ପରୀକ୍ଷା ନିରୀକ୍ଷା କରାଯିବା ସହିତ ମାଗଣା ଔଷଧ ସାଙ୍ଗକୁ ବର୍ଷା ଦିନରେ ଆଖି ର ଯତ୍ନ କିପରି ନିଆଯିବ ସେ ସମ୍ପର୍କରେ ବହୁମୂଲ୍ୟ ଡାକ୍ତରୀ ଉପଦେଶ ପ୍ରଦାନ କରାଯାଇଥିଲା।ଏଥିରେ ରାମକୀ ଫାଉଣ୍ଡେସନ ର ପି ସି ଙ୍କ ସମେତ ଡାକ୍ତର ବିମଳ ଚରଣ ଷଡଙ୍ଗୀ,ପି ସି ଷ୍ଟାଫ ପଙ୍କଜିନି ରଣା, ଏଲ ଟି ନୀତୁ ସିଂ, ନିରଞ୍ଜନ ହାତି, ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ଭୋପାଲିନି ବାଗ ଏସ ବି ଆଇ ଏବଂ ରାମକୀ ଫାଉଣ୍ଡେସନ କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Wow Wow 1
Sad Sad 0
Angry Angry 0
Madhusudhan

Madhusudhan Thakur is a dedicated journalist and media professional committed to ethical, truthful, and responsible journalism. With a strong passion for delivering accurate and unbiased news, he strives to keep the public informed through factual reporting and meaningful storytelling. Guided by the principles of integrity, transparency, and public service, he believes journalism is a powerful tool for creating awareness, empowering communities, and strengthening democracy. Through his work, Madhusudhan Thakur continues to promote credible journalism and serve society with professionalism and dedication.

Comments (0)

User