ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ର ବାର୍ତ୍ତା
** ବିଜ୍ଞାପିତ ଅଞ୍ଚଳ ପରିଷଦ କେସିଙ୍ଗା * ସ୍ୱାୟତ୍ତ ଶାସନ ଦିବସ - ୨୦୨୬ ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ କେସିଙ୍ଗା ପକ୍ଷରୁ କେସିଙ୍ଗା ସହରବାସୀ ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।କେସିଙ୍ଗା ସହରକୁ ସ୍ୱଚ୍ଛ ସୁସ୍ଥ ଓ ସୁନ୍ଦର ସହରରେ ପରିଣତ କରିବା ସହ ସହରରେ ଉତ୍ତମ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ବଜାଇ ରଖିବା ନିମନ୍ତେ ସମସ୍ତ ସହରବାସୀଙ୍କ ର ପୂର୍ଣ୍ଣ ସହଯୋଗ ଓ ସହଭାଗିତା କାମନା କରୁଛୁ। " ସ୍ୱଚ୍ଛ କେସିଙ୍ଗା ସୁସ୍ଥ କେସିଙ୍ଗା ----- ଆମର ସମସ୍ତ ଙ୍କ ଦାଇତ୍ୱ"' ଅଧ୍ୟକ୍ଷ/ ଉପାଧ୍ୟକ୍ଷା/ ସମସ୍ତ କାଉନସିଲର ବୃନ୍ଦ ବିଜ୍ଞାପିତ ଅଞ୍ଚଳ ପରିଷଦ କେସିଙ୍ଗା
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)